Bio Data

About Dr. Indramani Jena

ଡାକ୍ତର ଇନ୍ଦ୍ରମଣି ଜେନା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଏମ୍‌.ବି.ବି.ଏସ ଓ ଏମ୍‌.ଡି.(ମେଡିସିନ୍‌) ୧୯୭୭ ମସିହାରେ ସମାପ୍ତ କରି ଓଡିଶାର ଅଭ୍ୟନ୍ତରରେ ଡାକ୍ତରୀ ସେବାରେ ୨୨ ବର୍ଷ କାର୍ଯ୍ୟ କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସିଏ ଅନୁଭବ କରନ୍ତି, ଚିକିତ୍ସା ବିଜ୍ଞାନ ପ୍ରୟୋଗ କ୍ଷେତ୍ରରେ ଚିକିତ୍ସା ପାଉଥିବା ଲୋକ ମାନଙ୍କର ଚିକିତ୍ସା ସମ୍ବନ୍ଧରେ ସମ୍ୟକ ଜ୍ଞାନ ଓ ଆନ୍ତରିକତାର ଆବଶ୍ୟକତା ରହିଛି । ନିଜ ଶରୀର ସୁସ୍ଥ ରଖିବା ସହିତ ସମାଜରେ ସୁସ୍ଥ ବାତାବରଣ ପାଇଁ, ରୋଗମୁକ୍ତ ସମାଜ ଗଠନ ପାଇଁ ଏହାର ଆବଶ୍ୟକତା ରହିଛି । ଏହି ଉଦ୍ଦେଶ୍ୟରେ ଅଧିକ ପ୍ରାଦୁର୍ଭାବ ଥିବା ରକ୍ତଚାପ, ମଧୁମେହ ବିଷୟରେ ଲେଖକ ଦୁଇଟି ପୁସ୍ତକ ରଚନା କରିଛନ୍ତି । ଓଡିଶାର ସାମାଜିକ କ୍ଷେତ୍ରରେ, ତାହାର ଐତିହାସିକ, ଭୌଗୋଳିକ ପରିବେଶରେ ଦେଖାଯାଉଥିବା ଶାରୀରିକ ଅସୁସ୍ଥତା ବିଷୟରେ ଲେଖକ ‘ ଓଡିଶାରେ ସ୍ୱାସ୍ଥ୍ୟ ’ ପୁସ୍ତକଟି ରଚନା କରିଛନ୍ତି ।

About Dr. Prerna Biswal

For More Info Download: